ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦଁଶେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦଁଶେଇବା   କ୍ରିୟାପଦ

ଅର୍ଥ : ଯେପରି କରିବାଦ୍ୱାରା ସାପ ଆଦି କାହାରିକୁ ଦଁଶନ କରେ

ଉଦାହରଣ : ଯାଦୁକର ଜଣେ ବ୍ୟକ୍ତିକୁ ସାପଦ୍ୱାରା ଦଁଶନ କରାଇଲା

ସମକକ୍ଷ : ଦଁଶନ କରାଇବା, ଦଁଶାଇବା

कुछ ऐसा करना कि साँप आदि किसी को डँस दें।

जादूगर ने एक व्यक्ति को साँप से डसवा दिया।
कटवाना, डँसवाना, डसवाना