ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥାପଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥାପଡ଼   ବିଶେଷ୍ୟ

ଅର୍ଥ : ପୂରା ପାପୁଲିଦ୍ୱାରା କରାଯାଉଥିବା ଆଘାତ

ଉଦାହରଣ : ସେ ମୋତେ ଗୋଟିଏ ଚଟକଣା ମାରିଲା

ସମକକ୍ଷ : ଚଟକଣା, ଚାପୁଡ଼ା

पूरी हथेली से किया जाने वाला आघात।

उसने मुझे एक थप्पड़ मारा।
चटकन, चटका, चपत, चपेट, चपेटा, चाँटा, झाँपड़, झापड़, तड़ी, तमाचा, थपेड़ा, थप्पड़, लप्पड़, लफ्फड़, हाथ

The act of smacking something. A blow delivered with an open hand.

slap, smack, smacking

ଅର୍ଥ : ଥାପୁଡ଼ି ଦେବା କ୍ରିୟା ବା ଭାବ

ଉଦାହରଣ : ମା ପିଲାକୁ ଥାପଡ଼ ଦେଇ ଶୁଆଉଛନ୍ତି

ସମକକ୍ଷ : ଥାପୁଡ଼, ଥାପୁଡ଼ା

थपकने की क्रिया या भाव।

माँ की थपकियों से बच्चा सो गया।
थपक, थपकन, थपका, थपकी, थपथपी