ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଥଟ୍ଟା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଥଟ୍ଟା କରିବା   କ୍ରିୟାପଦ

ଅର୍ଥ : ନିଜର ବ୍ୟଙ୍ଗପୂର୍ଣ୍ଣ କଥାରେ କାହାକୁ ମର୍ମାହତ କରିବା

ଉଦାହରଣ : ପରୀକ୍ଷାରେ ଭଲ ଫଳ ନହେବାରୁ ସମସ୍ତେ ଋତୁପର୍ଣ୍ଣାକୁ ବ୍ୟଙ୍ଗୋକ୍ତି କରୁଥିଲେ

ସମକକ୍ଷ : ବ୍ୟଙ୍ଗୋକ୍ତି କରିବା

किसी को अपनी व्यंगपूर्ण बातों से मर्माहत करना।

परीक्षा में अच्छा परिणाम न मिलने के कारण सभी रितु पर कटाक्ष कर रहे थे।
कटाक्ष करना, फबती कसना, व्यंगोक्ति करना

ଅର୍ଥ : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା

ଉଦାହରଣ : ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି

ସମକକ୍ଷ : ପରିହାସ କରିବା, ବିନୋଦ କରିବା, ମଜା କରିବା

मन बहलानेवाली बात या काम करना।

वह अपने सहपाठी के साथ मज़ाक कर रहा है।
ठट्ठा करना, ठठ्ठा करना, दिल्लगी करना, मज़ाक करना, मजाक करना, विनोद करना