ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିବର୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିବର୍ଗ   ବିଶେଷ୍ୟ

ଅର୍ଥ : ଅର୍ଥ,ଧର୍ମ ଏବଂ କାମର ବର୍ଗ ବା ସମୂହ

ଉଦାହରଣ : ତ୍ରିବର୍ଗ ପାଳନ କଲେ ମୋକ୍ଷପ୍ରାପ୍ତି ସମ୍ଭବ ହୁଏ

अर्थ, धर्म और काम का वर्ग या समूह।

त्रिवर्ग का पालन करते हुए मोक्ष की प्राप्ति संभव है।
त्रिवर्ग

ଅର୍ଥ : ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ଏହି ତିନି ବର୍ଣ୍ଣ

ଉଦାହରଣ : ଆଗ କାଳରେ ଶୂଦ୍ରମାନଙ୍କ ଅପେକ୍ଷା ତ୍ରିବର୍ଗଙ୍କୁ ଅଧିକ ସମ୍ମାନ ଦିଆ ଯାଉଥିଲା

ସମକକ୍ଷ : ତ୍ରିବର୍ଣ୍ଣ

ब्राह्मण, क्षत्रिय और वैश्य - ये तीन वर्ण।

पुराने ज़माने में शूद्रों की अपेक्षा त्रिवर्ग को ऊँचा माना जाता था।
त्रिगण, त्रिवर्ग, त्रिवर्ण