ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରିନେତ୍ର ରସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରିନେତ୍ର ରସ   ବିଶେଷ୍ୟ

ଅର୍ଥ : ଶୋଧନ ହୋଇଥିବା ପାରା,ଗନ୍ଧକ ଏବଂ ତମ୍ବାର ଭସ୍ମକୁ ସମ ଭାଗରେ ନେଇ ଏକ ବିଶେଷ କ୍ରିୟା ଦ୍ୱାରା ତିଆରି କରା ଯାଇଥିବା ଏକ ପ୍ରକାର ରସ

ଉଦାହରଣ : ସନ୍ନିପାତ ରୋଗରେ ପୀଡିତ ରୋଗୀକୁ ତ୍ରିନେତ୍ର ରସ ଦିଆଯାଏ

एक प्रकार का रस जो शोधे हुए पारे, गंधक और तांबे की भस्म को सम भागों में लेकर एक विशेष क्रिया द्वारा तैयार किया जाता है।

त्रिनेत्ररस सन्निपात रोग से पीड़ित रोगी को दिया जाता है।
त्रिनेत्ररस