ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରସିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରସିତ   ବିଶେଷଣ

ଅର୍ଥ : ଯାହାକୁ ପୀଡ଼ା ବା କଷ୍ଟ ଦିଆଯାଇଛି

ଉଦାହରଣ : ପୋଲିସଦ୍ୱାରା ଉତ୍ପୀଡ଼ିତ ବ୍ୟକ୍ତି କାହା ନିକଟରେ ନିଜର ଅଭିଯୋଗ କରିବେ?

ସମକକ୍ଷ : ଆର୍ତ୍ତ, ଉତ୍ପୀଡ଼ିତ, ପୀଡ଼ିତ

जिसे पीड़ा या कष्ट पहुँचाया गया हो।

पुलिस द्वारा सताए व्यक्ति अपनी शिकायत किससे करें।
अर्दित, अवसादित, आर्त, आर्त्त, उत्पीड़ित, त्रसित, त्रस्त, पीड़ित, मजलूम, मज़लूम, सताया

Burdened psychologically or mentally.

Laden with grief.
Oppressed by a sense of failure.
laden, oppressed