ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୋରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୋରଣ   ବିଶେଷ୍ୟ

ଅର୍ଥ : ଦୁଆରବନ୍ଧ ଅବା ଝରକାରେ ଟଙ୍ଗାଯାଉଥିବା ସଜ୍ଜିତ ବସ୍ତୁ

ଉଦାହରଣ : ତୋରଣଯୋଗୁଁ ଶୋଭା ଦ୍ୱିଗୁଣ ବଢ଼ିଗଲା

सजावटी वस्तु जो दीवारों या खिड़कियों पर लटकाए जाते हैं।

वाल हैंगिग से दीवारों की शोभा दुगुनी बढ़ गई है।
वाल हैंगिंग, वॉल हैंगिंग

Decoration that is hung (as a tapestry) on a wall or over a window.

The cold castle walls were covered with hangings.
hanging, wall hanging

ଅର୍ଥ : ଦ୍ୱାରଆଦି ଉପରର ଅର୍ଦ୍ଧ ମଣ୍ଡାଳାକାର ଗଢ଼ଣ

ଉଦାହରଣ : କିଲ୍ଲାର ପ୍ରତ୍ୟେକ ଦ୍ୱାର ତୋରଣ ରୂପରେ ଥିଲା

द्वार आदि के ऊपर की अर्ध मंडलाकार रचना।

किले का प्रत्येक द्वार मेहराब के रूप में था।
महराब, मेहराब

(architecture) a masonry construction (usually curved) for spanning an opening and supporting the weight above it.

arch

ଅର୍ଥ : ମଙ୍ଗଳକାର୍ଯ୍ୟରେ ଦ୍ୱାରମୁହଁ ଆଦିରେ ବନ୍ଧା ଯାଉଥିବା ଫୁଲ,ପତ୍ର,ଦୁବ ଆଦିର ମାଳା

ଉଦାହରଣ : ଦ୍ୱାରମୁହଁରେ ସୁନ୍ଦର ତୋରଣ ଝୁଲୁଛି

मंगल अवसरों पर द्वार आदि पर बाँधने के लिए फूल,पत्ते,दूब आदि की बनी हुई माला।

दरवाजे पर सुंदर तोरण लटक रहा है।
तोरण, बंदनवार, बन्दनवार, वंदनवार, वन्दनवार