ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୋଫାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୋଫାନ   ବିଶେଷ୍ୟ

ଅର୍ଥ : ଭୀଷଣ ଝଡ଼ ଯେଉଁଥିରେ ଖୁବ ଧୂଳି ଉଡ଼େ ଏବଂ ବର୍ଷା ହୁଏ

ଉଦାହରଣ : ରାତିରେ ହୋଇଥିବା ତୋଫାନରେ ଧନ ଓ ଜୀବନ ଉଭୟ ବହୁତ କ୍ଷତି ହୋଇଛି

ସମକକ୍ଷ : ଝଡ଼

वह तेज़ आँधी जिसमें खूब धूल उड़े और पानी बरसे।

रात को आए तूफ़ान से धन और जन की काफ़ी क्षति हुई।
तूफ़ान, तूफान

A violent weather condition with winds 64-72 knots (11 on the Beaufort scale) and precipitation and thunder and lightning.

storm, violent storm

ଅର୍ଥ : ଏପରି ଭୀଷଣ ବା ବିକଟ ଅବସ୍ଥା ଯେଉଁଥିରେ ଅନେକ ଲୋକ ଏକତ୍ରିତ ହୁଅନ୍ତି ଅବା ଯାହାଦ୍ବାରା ଅନେକଙ୍କର ପ୍ରଭୂତ କ୍ଷତି ହୁଏ

ଉଦାହରଣ : ଚତୁଦ୍ଦିଗରୁ ଆର୍ଥିକ ହ୍ରାସର ତୋଫାନ ଆସିଛି

ऐसी भीषण या विकट अवस्था जिसमें या तो बहुत से लोग सम्मिलित हों या जिससे बहुतों को भारी हानि हो।

चारों तरफ आर्थिक मंदी का तूफ़ान आया हुआ है।
तूफ़ान, तूफान