ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୈଳବୀଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୈଳବୀଜ   ବିଶେଷ୍ୟ

ଅର୍ଥ : ଯେଉଁ ମଞ୍ଜିଗୁଡ଼ିକରୁ ତେଲ ବାହାରେ

ଉଦାହରଣ : ସେ ତୈଳବୀଜ ପେଶିବାକୁ ଯାଇଛି ସୋରିଷ,ରାଶି ଆଦି ତୈଳବୀଜ

वे बीज जिनसे तेल निकलता है।

वह तिलहन पेराने गया है।
सरसों,तिल आदि तिलहन हैं।
तिलहन, तेलहन

Any of several seeds that yield oil.

oil-rich seed, oilseed

ଅର୍ଥ : ଯେଉଁ ଛୋଟଗଛର ମଞ୍ଜିରୁ ତେଲ ବାହାରେ

ଉଦାହରଣ : ଖେତରେ ଅଳସୀ, ସୋରିଷଆଦି ତୈଳବୀଜ ଲହରୀ ମାରୁଛି

वे पौधे जिनके बीजों से तेल निकलता है।

खेतों में तीसी,सरसो आदि तिलहन लहरा रहे हैं।
तिलहन, तेलहन

Any of several seeds that yield oil.

oil-rich seed, oilseed