ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖଣିରୁ ବାହାର କରାଯାଉଥିବା ତେଲ
ଉଦାହରଣ : ଆରବ ଦେଶମାନଙ୍କରେ ଖଣିଜ ତେଲ ଅଧିକ ମାତ୍ରାରେ ମିଳେ
ସମକକ୍ଷ : ଖଣିଜ ତେଲ
वह काला तेल जो खान से निकाला जाता है और जिसमें मुख्य रूप से हाइड्रोकार्बन होते हैं।
A distillate of petroleum (especially one used medicinally as a laxative or stool softener).
ଅର୍ଥ : ଚମଡାକୁ ନରମ କରିବାପାଇଁ କୁସୁମ ବା ବର ତେଲରେ ତିଆରି ହୋଇଥିବା ମସଲା
ଉଦାହରଣ : ମୋଚି ଚମଡ଼ାରେ ରୋଗନ ଲଗାଉଛି
ସମକକ୍ଷ : ରୋଗନ
कुसुम या बर्रे के तेल से बनाया हुआ मसाला जिससे चमड़े को मुलायम किया जाता है।
A black resinous substance obtained from certain trees and used as a natural varnish.
ଅର୍ଥ : ଏକ ଚିକ୍କଣ ତଥା ତରଳ ପଦାର୍ଥ ଯାହା ପାଣି ସହିତ ମିଶେ ନାହିଁ
ଉଦାହରଣ : ଏହା ଶୁଦ୍ଧ ସୋରିଷ ତେଲ
ସମକକ୍ଷ : ତୈଳ
एक चिकना या चिपचिपा तरल पदार्थ जो पानी के साथ मिश्रणीय नहीं है।
A slippery or viscous liquid or liquefiable substance not miscible with water.
ସଂସ୍ଥାପନ କରନ୍ତୁ