ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତେଲୁଗୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତେଲୁଗୁ   ବିଶେଷ୍ୟ

ଅର୍ଥ : ଯେଉଁ ଲିପିରେ ତେଲୁଗୁ ଭାଷା ଲେଖାଯାଏ

ଉଦାହରଣ : କୁନ୍ନୂରାନୀ ତେଲୁଗୁ ଲିପି ପଢିବାକୁ ଚେଷ୍ଟାକରୁଛି

ସମକକ୍ଷ : ତେଲୁଗୁ ଲିପି

वह लिपि जिसमें तेलगू भाषा लिखी जाती है।

कुन्नूरानी तेलुगु पढ़ने की कोशिश कर रही है।
तेलगु, तेलगु लिपि, तेलगू, तेलगू लिपि, तेलुगु, तेलुगु लिपि

ଅର୍ଥ : ତୈଲଙ୍ଗ ଅଞ୍ଚଳର ଭାଷା

ଉଦାହରଣ : ଆନ୍ଧ୍ରପ୍ରଦେଶରେ ତେଲୁଗୁ କୁହାଯାଏ

ସମକକ୍ଷ : ତେଲେଙ୍ଗା

आँध्रप्रदेश की राजभाषा।

आंध्र प्रदेश में तेलुगु बोली जाती है।
तेलगु, तेलगू, तेलुगु, तैलंगी

A Dravidian language spoken by the Telugu in southeastern India.

telugu

ଅର୍ଥ : ତୈଲଙ୍ଗ କ୍ଷେତ୍ରର ନିବାସୀ

ଉଦାହରଣ : ମୁଁ କିଛି ପରିଚିତ ତେଲୁଗୁଙ୍କ ସହିତ ଚିକାଗୋରେ ଦେଖାକଲି

ସମକକ୍ଷ : ତେଲଗୁ

आंध्रप्रदेश का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।

शिकागो में मैं कुछ परिचित तेलगुओं से मिला।
तेलगु, तेलगू, तेलुगु

A member of the people in southeastern India (Andhra Pradesh) who speak the Telugu language.

telugu

ତେଲୁଗୁ   ବିଶେଷଣ

ଅର୍ଥ : ତେଲୁଗୁ ଭାଷାର ବା ତା ସହିତ ସମ୍ବନ୍ଧିତ

ଉଦାହରଣ : ଏହା ବହୁତ ପ୍ରଚଳିତ ତେଲୁଗୁ ଫିଲ୍ମ

ସମକକ୍ଷ : ତେଲଗୁ

आँध्रप्रदेश का या वहाँ के निवासी, भाषा, संस्कृति इत्यादि से संबंधित।

यह बहुत प्रचलित तेलुगु फिल्म है।
तुम अभी तक तेलुगु लोगों की संस्था के सदस्य क्यों नहीं बने हो।
तेलुगु संस्था द्वारा आयोजित कार्यक्रम बहुत अच्छा था।
तेलगु, तेलगू, तेलुगु

ଅର୍ଥ : ତୈଲଙ୍ଗ ଦେଶରେ ରହୁଥିବା ବ୍ୟକ୍ତି

ଉଦାହରଣ : ତୁମେ ଏ ପର୍ଯ୍ୟନ୍ତ କାହିଁକି ତେଲୁଗୁ ଲୋକମାନଙ୍କ ସଂସ୍ଥାରେ ସଦସ୍ୟ ହୋଇନାହଁ

ସମକକ୍ଷ : ତେଲଗୁ

ଅର୍ଥ : ତୈଲଙ୍ଗ କ୍ଷେତ୍ରର ବା ତା ସହିତ ସଂବନ୍ଧିତ

ଉଦାହରଣ : ତେଲୁଗୁ ସଂସ୍ଥାଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ବହୁତ ଭଲ ଥିଲା

ସମକକ୍ଷ : ତେଲଗୁ