ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତେର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତେର   ବିଶେଷ୍ୟ

ଅର୍ଥ : ଦଶରେ ତିନି ମିଶିଲେ ମିଳୁଥିବା ସଂଖ୍ୟା

ଉଦାହରଣ : ସାତ ଓ ଛଅ ମିଶି ତେର ହୁଏ

ସମକକ୍ଷ : ୧୩

दस और तीन के योग से प्राप्त संख्या।

सात और छः तेरह होता है।
13, तेरह, १३

The cardinal number that is the sum of twelve and one.

13, baker's dozen, long dozen, thirteen, xiii

ଅର୍ଥ : କୌଣସି ଇଂରେଜୀ ମାସର ତ୍ରୟୋଦଶତମ ଦିନରେ ପଡ଼ୁଥିବା ତାରିଖ

ଉଦାହରଣ : ଏମାସ ତେର ତାରିଖରେ ହୋଲି ପଡ଼ୁଛି

ସମକକ୍ଷ : ତେର ତାରିଖ

ତେର   ବିଶେଷଣ

ଅର୍ଥ : ଦଶ ଓ ତିନି

ଉଦାହରଣ : ଏହି ପ୍ରତିଯୋଗିତାରେ ତେରଟି ଦେଶର ପ୍ରତିଯୋଗୀ ଭାଗ ନେଉଛନ୍ତି

ସମକକ୍ଷ : ୧୩

दस और तीन।

इस प्रतियोगिता में तेरह देश के प्रतियोगी भाग ले रहे हैं।
13, तेरह, १३

Being one more than twelve.

13, thirteen, xiii