ଅର୍ଥ : ଏକ ପ୍ରକାର ମାଂସାଳ କଞ୍ଚାଫଳ ଯେଉଁଥିରୁ ଖଟା ତିଆରି ହୁଏ
ଉଦାହରଣ :
ତେନ୍ତୁଳିରୁ ଭିଟାମିନ୍ ସି’ ଅଧିକ ମାତ୍ରାରେ ମିଳେ
ସମକକ୍ଷ : କଇଁଆ
ଅର୍ଥ : ଏକ ପ୍ରକାରର ବଡ଼ ଗଛ ଯାହାର ଲମ୍ବା ଓ ଶସରେ ପୂର୍ଣ୍ଣ ଫଳରେ ଖଟା ତିଆରି ହୁଏ
ଉଦାହରଣ :
ଶ୍ୟାମର ଘର ସମ୍ମୁଖରେ ଏକ ବିଶାଳ ତେନ୍ତୁଳି ଗଛ ଅଛି
ସମକକ୍ଷ : କଇଁଆ, ତେନ୍ତୁଳିଗଛ