ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତେଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତେଣ୍ଡା   ବିଶେଷ୍ୟ

ଅର୍ଥ : କୁଅରୁ ପାଣି ବାହାରକରିବାପାଇଁ ଗୋଟିଏ ଯନ୍ତ୍ର ଯେଉଁଥିରେ କାଠର ଗୋଟିଏ ବଡ଼ ଚକ ରହିଥାଏ

ଉଦାହରଣ : ସେ ତେଣ୍ଡାଦ୍ୱାରା କ୍ଷେତରେ ଜଳସେଚନ କରୁଛନ୍ତି

कुएँ से पानी निकालने का एक यंत्र जिसमें काठ का एक बड़ा चक्कर होता है।

वह रहट द्वारा खेत की सिंचाई कर रहा है।
अरघट्ट, अरघट्टक, अरहट, अरहट्ठ, घाटी यंत्र, चरख़ा, पिरिया, रहँट, रहँटा, रहट, रहटा

A wheel with buckets attached to its rim. Raises water from a stream or pond.

water wheel, waterwheel