ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତେଜିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତେଜିବା   କ୍ରିୟାପଦ

ଅର୍ଥ : ଆଲୋକକୁ ଅଧିକ ତେଜିବା

ଉଦାହରଣ : ପଢ଼ିବା ସମୟରେ ସେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଦୀପକୁ ତେଜିଲା

ସମକକ୍ଷ : ଉଦ୍ଦୀପିତ କରିବା

प्रकाश तेज करना।

पढ़ते समय उसने टिमटिमाटे दीपक का आलोक बढ़ाया।
आलोक बढ़ाना, उकसाना, उकासना, उगसाना, उद्दीपन करना, उसकाना, ज्योति बढ़ाना