ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତେଜପତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତେଜପତ୍ର   ବିଶେଷ୍ୟ

ଅର୍ଥ : ଡାଳଚିନି ଜାତିର ଏକ ଗଛର ପତ୍ର ଯାହା ଖାଦ୍ୟ ମସଲା ରୂପରେ ବ୍ୟବହାର ହୁଏ

ଉଦାହରଣ : ତେଜପତ୍ର ବ୍ୟବହାରରେ ଭୋଜନ ସ୍ୱାଦିଷ୍ଟ ହୁଏ

दालचीनी की जाति के एक पेड़ का पत्ता जो खाद्य मसाले के रूप में उपयोग होता है।

तेजपत्ते के उपयोग से भोजन स्वादिष्ट बनता है।
तमाल पत्र, तेज, तेजपत्ता, तेजपात, त्वच, त्वचापात्र, पत्राढ्य, पर्णी, पूतिदला, शकच्छद

Dried leaf of the bay laurel.

bay leaf

ଅର୍ଥ : ଡାଳଚିନ ଭଳି ଏକପ୍ରକାରର ଚିରହରିତ ଗଛ ଯାହାର ପତ୍ରକୁ ତେଜପତ୍ର ବୋଲି କହନ୍ତି

ଉଦାହରଣ : ତେଜପତ୍ରକୁ ମସଲା ରୂପେ ବ୍ୟବହାର କରାଯାଏ

ସମକକ୍ଷ : ତେଜ ଗଛ

दारचीनी की तरह का एक सदाबहार पेड़ जिसके पत्ते तेजपत्ता कहलाते हैं।

तज के पत्तों का उपयोग मसाले के रूप में किया जाता है।
तज, तज वृक्ष, तमाल, तमालक

Small Mediterranean evergreen tree with small blackish berries and glossy aromatic leaves used for flavoring in cooking. Also used by ancient Greeks to crown victors.

bay, bay laurel, bay tree, laurus nobilis, true laurel