ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତେଓଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତେଓଡ଼   ବିଶେଷ୍ୟ

ଅର୍ଥ : ଖେତକୁ ଲଗାତାର ତିନିଥର ପାଇଁ ହଳ କରିବା ପ୍ରକ୍ରିୟା

ଉଦାହରଣ : କୃଷକଟି ଖେତକୁ ତେଓଡ଼ ହଳ କରୁଛି

खेत की लगातार तीसरी बार की जानेवाली जुताई।

किसान खेत को तिखरा कर रहा है।
तिकार, तिखरा, तिखार, तेखरा

Tilling the land with a plow.

He hired someone to do the plowing for him.
ploughing, plowing

ତେଓଡ଼   କ୍ରିୟାପଦ

ଅର୍ଥ : ଖେତକୁ ଲଗାତାର ତୃତୀୟ ଥର ହଳ କରିବା

ଉଦାହରଣ : କୃଷକଟି ଖେତକୁ ତେଓଡ଼ କରୁଛି

खेत की लगातार तीसरी बार जुताई करना।

किसान खेत को तिखार रहा है।
तिखारना, तेखराना

To break and turn over earth especially with a plow.

Farmer Jones plowed his east field last week.
Turn the earth in the Spring.
plough, plow, turn

ତେଓଡ଼   ବିଶେଷଣ

ଅର୍ଥ : ତିନି ଥର ହଳ କରାଯାଇଥିବା

ଉଦାହରଣ : କୃଷକଟି ତେଓଡ଼ ଖେତରେ ମଞ୍ଜି ବୁଣୁଛି

तीन बार जोता हुआ।

किसान तिखरे खेत में बीज बो रहा है।
तिखरा, तिबाहा, तेखरा