ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୃପ୍ତ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୃପ୍ତ ହେବା   କ୍ରିୟାପଦ

ଅର୍ଥ : ପେଟ ଭରି ଭୋଜନ କରିବା

ଉଦାହରଣ : ଗରିବଲୋକ କେବେ ତୃପ୍ତ ହୁଏନାହିଁ

पेट भर भोजन करना।

गरीब मलखू कभी नहीं अघाता।
अघाना, अफराना

ଅର୍ଥ : ଇଚ୍ଛା ପୂର୍ଣ୍ଣ ହେବା

ଉଦାହରଣ : ଏତେ ଦିନ ପରେ ତଙ୍କୁ ଦେଖି ନୟନ ତୁଷ୍ଟ ହେଲା

ସମକକ୍ଷ : ତୁଷ୍ଟ ହେବା, ସନ୍ତୁଷ୍ଟ ହେବା

इच्छा का पूर्ण होना।

इतने दिनों बाद उन्हें देखकर नयन अघा गए।
अघाना, छकना, तुष्ट होना, तृप्त होना, तोषना, संतुष्ट होना

Fill to satisfaction.

I am sated.
fill, replete, sate, satiate

ଅର୍ଥ : ପୂର୍ଣ୍ଣତା ପହଞ୍ଚାଇବା

ଉଦାହରଣ : ବାସନା କେବେ ତୃପ୍ତ ହୁଏନାହିଁ

पूर्णता को पहुँचना।

वासना कभी नहीं अघाती।
अघाना