ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁଳା   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ତୁଳାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ତୁଳାରାଶିରେ ଥାଏ

ଉଦାହରଣ : ତୁଳାରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ସାଧାରଣ ହେବ

ସମକକ୍ଷ : ତୁଳାରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य तुलाराशि में हो।

तुलाराशिवालों के लिए यह वर्ष सामान्य है।
तुला राशिवाला, तुलाराशिवाला

(astrology) a person who is born while the sun is in Libra.

balance, libra

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ସପ୍ତମ ରାଶି

ଉଦାହରଣ : ତୁଳାରାଶିର ଚିହ୍ନ ନିକିତି ଅଟେ

ସମକକ୍ଷ : ତୁଳାରାଶି

बारह राशियों में से सातवीं राशि।

तुला राशि का चिन्ह तराजू है।
जूक, तुला, तुला राशि, तुलाराशि, धट

The seventh sign of the zodiac. The sun is in this sign from about September 23 to October 22.

balance, libra, libra the balance, libra the scales

ଅର୍ଥ : ବୀଜର ଉପରେ ଥିବା ଲୋମ

ଉଦାହରଣ : ଶିମିଳି ତୁଳାର ତକିଆ ବହୁତ ନରମ ହୋଇଥାଏ

बीजों के ऊपर का रोआँ।

सेमर के रूई का तकिया बहुत नरम होता है।
इशिका, इशीका, इषीका, घूआ, तूल, रुई, रूई

ଅର୍ଥ : କପା ଖୋଳରେ ଥିବା ତନ୍ତୁଯୁକ୍ତ ଭାଗ ଯେଉଁଥିରୁ ସୂତା ତିଆରି ହୁଏ

ଉଦାହରଣ : ଏ ଗଦିରେ ତିନି କିଲୋଗ୍ରାମ୍ ତୁଳା ଭର୍ତ୍ତି କରାଯାଇଛି

कपास के डोडे में का रेशेदार भाग जिससे सूत बनता है।

इस रजाई में तीन किलोग्राम रूई भरी गई है।
घूआ, रुई, रूई

Soft silky fibers from cotton plants in their raw state.

cotton, cotton fiber, cotton wool