ଅର୍ଥ : ତୁର୍କିସ୍ତାନର ନିବାସୀ
ଉଦାହରଣ :
ତୁର୍କୀମାନେ ଭାରତ ଉପରେ ବାରମ୍ବାର ଆକ୍ରମଣ କଲେ
ସମକକ୍ଷ : ତୁର୍କ, ତୁର୍କିସ୍ତାନବାସୀ, ରୂମବାସୀ, ରୂମୀ
ଅର୍ଥ : ମଧ୍ୟ ଏସିଆର ଗୋଟିଏ ଦେଶ
ଉଦାହରଣ :
ତୁର୍କିସ୍ତାନ କେବେ ପୂର୍ବ ଏବଂ ପଶ୍ଚିମର ବ୍ୟାପାରିକ କେନ୍ଦ୍ର ଥିଲା
ସମକକ୍ଷ : ତୁର୍କିସ୍ତାନ
ଅର୍ଥ : ତୁର୍କିସ୍ତାନରେ ବାସ କରିବା ବ୍ୟକ୍ତି
ଉଦାହରଣ :
ଭାରତରେ କେତେକ ତୁର୍କୀଲୋକ ବାସ କରିଛନ୍ତି
ସମକକ୍ଷ : ତୁର୍କ, ତୁର୍କିସ୍ତାନବାସୀ, ରୂମବାସୀ, ରୂମୀ
ଅର୍ଥ : ତୁର୍କୀ ଭାଷାର ବା ତା ସହିତ ସଂବନ୍ଧିତ
ଉଦାହରଣ :
ଗୁରୁଜୀ ତୁର୍କୀ ବର୍ଣ୍ଣଗୁଡ଼ିକ ବାବଦରେ କହୁଛନ୍ତି
ଅର୍ଥ : ତୁର୍କିସ୍ତାନର ବା ତୁର୍କିସ୍ତାନ ସହିତ ସମ୍ବନ୍ଧିତ
ଉଦାହରଣ :
ଏହି ତୁର୍କୀ ଟୋପି ତୁମକୁ କେଉଁଠାରୁ ମିଳିଲା
ସମକକ୍ଷ : ରୂମୀ