ଅର୍ଥ : ତୁର୍କମେନିସ୍ତାନର ମୂଳ ନିବାସୀ
ଉଦାହରଣ :
ସେ ତୁର୍କମେନିସ୍ତାନୀ କାହିଁକି ଧରା ହେଲା?
ସମକକ୍ଷ : ତୁର୍କମେନବାସୀ
ଅର୍ଥ : ତୁର୍କମେନିସ୍ତାନ ସହ ସମ୍ବନ୍ଧିତ ବା ତୁର୍କମେନିସ୍ତାନର
ଉଦାହରଣ :
ଏହା ହେଉଛି ତୁର୍କମେନିସ୍ତାନୀ ଜାହାଜର ଭେଳା
ସମକକ୍ଷ : ତୁର୍କମେନିୟାୟୀ, ତୁର୍କମେନୀ