ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁରୁତୁରିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁରୁତୁରିଆ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ ଆଦିରେ ଚଞ୍ଚଳତା କରୁଥିବା ବ୍ୟକ୍ତି

ଉଦାହରଣ : ଜଣେ ତୁରୁତୁରିଆ ଯୋଗୁଁ ଏହି କାମ ଖରାପ ହୋଇଗଲା

ସମକକ୍ଷ : ଚଞ୍ଚଳିଆ, ତରତରିଆ, ହଡ଼ବଡ଼ିଆ

किसी काम आदि में जल्दबाज़ी करनेवाला व्यक्ति।

एक जल्दबाज की वजह से यह काम खराब हो गया।
उतावला, जल्दबाज, जल्दबाज़, जल्दीबाज, जल्दीबाज़, पुलाककारी, हड़बड़िया

ତୁରୁତୁରିଆ   ବିଶେଷଣ

ଅର୍ଥ : କୌଣସି କାମଆଦିରେ ଚଞ୍ଚଳତା ପ୍ରକାଶକରିବାବାଲା

ଉଦାହରଣ : ମନୋହର ଜଣେ ବେପରୁଆ ଓ ତୁରୁତୁରିଆ ବ୍ୟକ୍ତି

ସମକକ୍ଷ : ଚଞ୍ଚଳିଆ, ତରତରିଆ, ହଡ଼ବଡ଼ିଆ

किसी काम आदि में जल्दबाज़ी करनेवाला।

मनोहर एक लापरवाह और जल्दबाज व्यक्ति है।
उतावला, जल्दबाज, जल्दबाज़, हड़बड़िया

Excessively quick.

Made a hasty exit.
A headlong rush to sell.
hasty, headlong