ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୁରଙ୍ଗ ବଦନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୁରଙ୍ଗ ବଦନ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଦେବତା ଯେଉଁମାନଙ୍କ ମୁହଁ ଘୋଡ଼ା ଭଳି

ଉଦାହରଣ : ନାଚି ଗାଇ କିନ୍ନରମାନେ ଦେବତାମାନଙ୍କ ମନୋରଞ୍ଜନ କରୁଥିଲେ

ସମକକ୍ଷ : ଅଶ୍ୱମୁଖ, କିନ୍ନର

एक प्रकार के देवता जिनका मुँह घोड़े के समान होता है।

किन्नर नाच-गाकर देवताओं का मनोरंजन करते हैं।
अश्वमुख, किंपुरुष, किन्नर, कुबेरसखा, तुरंगवदन, मयु, मर्त्यमुख

A deity worshipped by the Hindus.

hindu deity