ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତୀର୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତୀର୍ଥ   ବିଶେଷ୍ୟ

ଅର୍ଥ : ଧାର୍ମିକ ଉଦ୍ଦେଶ୍ୟ ବା ଭକ୍ତିରସହ ପବିତ୍ର ସ୍ଥାନରେ ଦର୍ଶନ ଓ ପୂଜାପାଇଁ କରାଯାଉଥିବା କାର୍ଯ୍ୟ

ଉଦାହରଣ : ପ୍ରତିବର୍ଷ ହଜାର ହଜାର ଲୋକ ଅମରନାଥ ତୀର୍ଥଯାତ୍ରାପାଇଁ ଯାଆନ୍ତି

ସମକକ୍ଷ : ତୀର୍ଥଯାତ୍ରା, ତୀର୍ଥାଟନ

धार्मिक उद्देश्य या भक्ति से पवित्र स्थान पर दर्शन,पूजा आदि के लिए जाने की क्रिया।

हर साल हज़ारों लोग अमरनाथ की तीर्थ यात्रा पर जाते हैं।
ज़ियारत, जियारत, तीरथ, तीर्थ यात्रा, तीर्थयात्रा, तीर्थाटन, यात्रा

A journey to a sacred place.

pilgrim's journey, pilgrimage

ଅର୍ଥ : ଏକ ପ୍ରକାର ଦଶନାମୀ ସନ୍ୟାସୀ

ଉଦାହରଣ : ତୀର୍ଥ ସଂନ୍ୟାସୀ ଦ୍ୱାରିକାରେ ରହନ୍ତି

ସମକକ୍ଷ : ତୀର୍ଥ ସଂନ୍ୟାସୀ

दशनामी संन्यासियों का एक प्रकार।

तीर्थ द्वारिका में रहते हैं।
तीर्थ, तीर्थ संन्यासी