ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିବ୍ବତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିବ୍ବତୀ   ବିଶେଷ୍ୟ

ଅର୍ଥ : ତିବ୍ବତ ନିବାସୀ

ଉଦାହରଣ : ତିବ୍ବତୀମାନେ ବହୁତ ଉଦ୍ୟମୀ

तिब्बत में रहनेवाला व्यक्ति।

तिब्बती बहुत उद्यमी होते हैं।
तिब्बत वासी, तिब्बतन, तिब्बती

A native or inhabitant of Tibet.

tibetan

ଅର୍ଥ : ତିବ୍ବତର ଭାଷା

ଉଦାହରଣ : ଆସାମୀ ଭାଷା ଉପରେ ତିବ୍ବତୀର ମଧ୍ୟ କିଛି ପ୍ରଭାବ ଦେଖିବାକୁ ମିଳେ

तिब्बत की भाषा।

असमीया भाषा पर तिब्बती का भी कुछ प्रभाव दिखाई पड़ता है।
तिब्बतन, तिब्बती

Himalayish language spoken in Tibet.

tibetan

ଅର୍ଥ : ଯେଉଁ ଲିପିରେ ତିବ୍ବତୀ ଏବଂ ଭୂଟାନୀ ଭାଷା ଲେଖାଯାଏ

ଉଦାହରଣ : ଏଠାରେ ତିବ୍ବତୀ ଲିପିରେ କିଛି ଲେଖାଯାଇଛି

ସମକକ୍ଷ : ତିବ୍ବତୀ ଲିପି

वह लिपि जिसमें तिब्बती और भूटानी भाषा लिखी जाती है।

यहाँ तिब्बती लिपि में कुछ लिखा हुआ है।
तिब्बती, तिब्बती लिपि

ତିବ୍ବତୀ   ବିଶେଷଣ

ଅର୍ଥ : ତିବ୍ବତରେ ରହୁଥିବା ବ୍ୟକ୍ତି

ଉଦାହରଣ : ତିବ୍ବତୀ ଲାମାଙ୍କ ସ୍ୱାଗତକରି ସମସ୍ତେ ଠିଆ ହୋଇଗଲେ

ଅର୍ଥ : ତିବ୍ବତର ବା ତିବ୍ବତ ସଂବନ୍ଧୀ

ଉଦାହରଣ : ମୂଳ ତିବ୍ବତୀମାନଙ୍କ ମଧ୍ୟରୁ ଷାଠିଏ ହଜାର ଶରଣାର୍ଥୀ ଏଠାକୁ ଆସିଛନ୍ତି

तिब्बत का या वहाँ के निवासी, भाषा, संस्कृति इत्यादि से संबंधित।

तिब्बती मूल के साठ हज़ार शरणार्थी यहाँ आए।
तिब्बती लामा के स्वागत में सब खड़े हो गए।
उसे तिब्बती कहानियाँ पढ़ने में बहुत आनंद आता है।
तिब्बतन, तिब्बती

Of or relating to or characteristic of Tibet or its people or their language.

Tibetan monks.
tibetan

ଅର୍ଥ : ତିବ୍ବତୀ ଭାଷାର ବା ତିବ୍ବତୀ ଭାଷା ସହିତ ସଂବନ୍ଧିତ

ଉଦାହରଣ : ତାକୁ ତିବ୍ବତୀ କାହାଣୀଗୁଡ଼ିକ ପଢିବାକୁ ବହୁତ ଆନନ୍ଦ ଲାଗେ