ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିନିକୋଣିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିନିକୋଣିଆ   ବିଶେଷଣ

ଅର୍ଥ : ଯେଉଁଥିରେ ତିନି କୋଣ ଅଛି

ଉଦାହରଣ : ଏହି ପଡ଼ିଆ ତିନିକୋଣିଆ

ସମକକ୍ଷ : ତ୍ରିକୋଣ

ଅର୍ଥ : ତିନି ବାହୁ ବିଶିଷ୍ଟ ବା ତ୍ରିଭୁଜ ଆକାରର

ଉଦାହରଣ : ଏହି ପଡ଼ିଆଟିର ଆକାର ତ୍ରିଭୁଜାକାର

ସମକକ୍ଷ : ତ୍ରିଭୁଜାକାର

तीन भुजाओंवाला या त्रिभुज के आकार का।

यह मैदान त्रिभुजाकार है।
तिकुनिया, तिकोन, तिकोना, तिकोनियाँ, त्रिकोणीय, त्रिभुजाकार, त्रिभुजीय

Having three sides.

A trilateral figure.
three-sided, triangular, trilateral

ଅର୍ଥ : ଯାହାର ତିନୋଟି ବାହୁ ଥାଏ

ଉଦାହରଣ : ସେ ଗୋଟିଏ ତ୍ରିଭୁଜାକାର କୋଠରୀରେ ରହୁଥିଲେ

ସମକକ୍ଷ : ତ୍ରିଭୁଜାକାର

जिसकी तीन भुजाएँ हों।

वे एक त्रिभुजी कोठरी में रहते थे।
त्रिभुजी

Having three sides.

A trilateral figure.
three-sided, triangular, trilateral