ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିତ୍ତିରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିତ୍ତିରି   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ସୁନ୍ଦର ପର ଥିବା ପକ୍ଷୀ

ଉଦାହରଣ : ପଦଶବ୍ଦ ଶୁଣିବା କ୍ଷଣି ତିତ୍ତିର ଉଡ଼ି ଗଲା

ସମକକ୍ଷ : ତିତ୍ତିର

एक प्रकार का सुंदर परों वाला पक्षी।

आहट सुनते ही मनाल उड़ गया।
मनाल

ଅର୍ଥ : ଗୋଟିଏ ପକ୍ଷୀ ଯାହାକୁ ଲଢ଼ାଇ ନିମନ୍ତେ ଏବଂ ମାଂସ ପାଇଁ ପୋଷାଯାଏ

ଉଦାହରଣ : ଆମେ ମେଳାରେ ତିତ୍ତିର ଲଢ଼େଇକୁ ଉପଭୋଗ କଲୁ

ସମକକ୍ଷ : କପିଞ୍ଜଳ, ତିତିର, ତିତ୍ତିର

एक पक्षी जो लड़ाने के लिए और मांस के लिए पाला जाता है।

हमने मेले में तीतर की लड़ाई का आनंद लिया।
अर्द्धपारावत, अर्धपारावत, अल्पवर्तक, कपिंजल, कपिञ्जल, चित्रपक्ष, तितर, तितिर, तित्तिर, तित्तिरि, तीतर, तैतिर, तैत्तिर, लघुमांस, वरिष्ठ, वातचटक, शंकरप्रिय

Heavy-bodied small-winged South American game bird resembling a gallinaceous bird but related to the ratite birds.

partridge, tinamou

ଅର୍ଥ : ଏକ ପ୍ରକାର ବଟେର ପକ୍ଷୀ

ଉଦାହରଣ : ତିତ୍ତିର ପକ୍ଷୀ ବାଦାମୀ ରଙ୍ଗର

ସମକକ୍ଷ : ତିତିରି, ତିତ୍ତିର

एक प्रकार की बटेर।

लवा पक्षी बादामी रंग का होता है।
गुरगंज, घागुस बटेर, घाघस बटेर, भरत, भैषज, लघुजल, लवा, लवा पक्षी, लावा, लावा पक्षी, लाविका

Brown-speckled European lark noted for singing while hovering at a great height.

alauda arvensis, skylark

ଅର୍ଥ : ଜଣେ ପୌରାଣିକ ଋଷି

ଉଦାହରଣ : ତିତ୍ତିରି ଋଷି କୃଷ୍ଣ ଯଜୁର୍ବେଦ ଶାଖାର ଥିଲେ

ସମକକ୍ଷ : ତିତ୍ତିରି ଋଷି

एक प्राचीन ऋषि।

तित्तिरि कृष्ण यजुर्वेद शाखा के थे।
तित्तिरि, तित्तिरि ऋषि

A mentor in spiritual and philosophical topics who is renowned for profound wisdom.

sage