ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିତାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିତାରା   ବିଶେଷ୍ୟ

ଅର୍ଥ : ସିତାର ଭଳି ଏକ ପ୍ରକାର ବାଜା ଯେଉଁଥିରେ ତିନିଟି ତାର ଲାଗିଥାଏ

ଉଦାହରଣ : ମନୋହର ତିତାରା ବଜେଇବାରେ ନିପୁଣ

सितार की तरह का एक बाजा जिसमें तीन तार लगे रहते हैं।

मनोहर तितारा बजाने में निपुण है।
तितारा

ତିତାରା   ବିଶେଷଣ

ଅର୍ଥ : ଯେଉଁଥିରେ ତିନୋଟି ତାର ଅଛି

ଉଦାହରଣ : ରୋହନ ତିନ୍‌ତାରା ବାଦ୍ୟଯନ୍ତ୍ର ବଜାଉଛି

ସମକକ୍ଷ : ତିନ୍‌ତାରା

जिसमें तीन तार हों।

रोहन तितारा बाजा बजा रहा है।
तितारा