ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତିଆରି କରାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତିଆରି କରାଇବା   କ୍ରିୟାପଦ

ଅର୍ଥ : ଢାଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ସେ ଯୌତୁକ ଦେବାପାଇଁ ପାଞ୍ଚକିଲୋ ରୁପାବାସନ ଗଢ଼ାଇଲେ

ସମକକ୍ଷ : ଗଢ଼ାଇଲେ

ढालने का काम दूसरे से करवाना।

उसने दहेज में देने के लिए पाँच किलो चाँदी के बरतन ढलवाए।
ढलवाना

ଅର୍ଥ : ଗଢଣ କାମ କରାଇବା

ଉଦାହରଣ : ସଂୟୋଗିତା ବୋହୂର ଗହଣା ଏବେଠାରୁ ଗଢ଼େଇ ନେଇଛି

ସମକକ୍ଷ : ଗଢେଇବା

गढ़ने का काम करवाना।

संयोगिता ने बहू के गहने अभी से गढ़ा लिए हैं।
गढ़वाना, गढ़ाना, बनवाना

ଅର୍ଥ : ତିଆରି କରିବାର କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମମତାଜଙ୍କ ସ୍ମୃତିରେ ଶାହାଜାହାଁ ତାଜମହଲ ଗଢ଼ାଇଥିଲେ

ସମକକ୍ଷ : ଗଢ଼ାଇବା, ନିର୍ମାଣ କରାଇବା

बनाने का काम किसी और से करवाना।

शाहजहाँ ने ताजमहल को मुमताज की याद में बनवाया था।
तैयार करवाना, निर्माण करवाना, बनवाना, रचना करवाना, रचवाना

Order, supervise, or finance the construction of.

The government is building new schools in this state.
build