ଅର୍ଥ : ଗୋଟିଏ ବଡ଼, ଶାଖାହୀନ ଗଛ ଯାହା ଖମ୍ବ ଭଳି ସିଧା ଉପରକୁ ବଢ଼େ ଓ ଯାହା ମୁଣ୍ଡରେ ବଡ଼ବଡ଼ ପତ୍ର ହୋଇଥାଏ
ଉଦାହରଣ :
ସେ ତାଳଗଛରୁ ତାଡ଼ି ବାହାର କରୁଛି
ସମକକ୍ଷ : ତାଳଗଛ
ଅର୍ଥ : ନାଚିବା, ଗାଇବା, ବଜାଇବାଆଦିରେ ସମୟ ଏବଂ କ୍ରିୟାର ପରିମାଣ ଠିକ ରଖିବାର ଏକ ସାଧନ
ଉଦାହରଣ :
ନର୍ତ୍ତକୀ ବାଜାବାଲାକୁ ନୃତ୍ୟର ତାଳ ବୁଝାଉଅଛି ଏହା ରାଗ ତିନି ତାଳ ବିଶିଷ୍ଟ