ଅର୍ଥ : ପାଇନଗଛର ନରମ କାଠରୁ ବାହାରୁଥିବା ତେଲ
ଉଦାହରଣ :
ତାରପିନ୍ ତେଲକୁ ଦରଜ ନାଶକ ଭାବରେ ବ୍ୟବହାର କରାଯାଏ
ସମକକ୍ଷ : ତାରପିନ୍
ଅର୍ଥ : ପାଇନ ଗଛରୁ ବାହାରୁଥିବା ତେଲ ଯାହା ଔଷଧଆଦି କାମରେ ଆସେ
ଉଦାହରଣ :
କାଠରେ ତାରପିନ୍ ଲଗାଇଲେ ସେଥିରେ ପୋକ ଲାଗନ୍ତି ନାହିଁ
ସମକକ୍ଷ : ତାରପିନ୍