ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତାତିଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତାତିଲା   ବିଶେଷଣ

ଅର୍ଥ : ଯାହା ତାତିଛି ବା ତତା ହୋଇଅଛି

ଉଦାହରଣ : ତାତିଲା ବାସନକୁ ଛୁଇଁବାରୁ ମୋ ହାତ ଜଳିଗଲା

ସମକକ୍ଷ : ଉତ୍ତାପିତ, ତପ୍ତ, ତାପଯୁକ୍ତ

जिसे तपाया गया हो या तपा हुआ।

तप्त बर्तन को छूते ही हाथ जल गया।
अनुतप्त, आतप्त, उत्तापित, उष्ण, गरम, गर्म, तपा, तपाया, तपित, तपु, तप्त, तापयुक्त, तापित, ताबदार, परितप्त, प्रतप्त

Made warm or hot (`het' is a dialectal variant of `heated').

A heated swimming pool.
Wiped his heated-up face with a large bandana.
He was all het up and sweaty.
heated, heated up, het, het up

ଅର୍ଥ : ଯେ ସୌରତାପ ବା ଖରାରେ ବ୍ୟାକୁଳ

ଉଦାହରଣ : ମରୁଭୂମିର ଉତ୍ତପ୍ତ ପଶୁମାନେ ଛାଇର ଅନ୍ୱେଷଣରେ ଏଣେତେଣେ ଘୁରିବୁଲିଥାନ୍ତି

ସମକକ୍ଷ : ଉତ୍ତପ୍ତ, ତାତିଯାଇଥିବା

जो घाम या धूप से व्याकुल हो।

रेगिस्तान में घामड़ पशु छाँव की तलाश में इधर-उधर भटका करते हैं।
घामड़