ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତଲବନାମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତଲବନାମା   ବିଶେଷ୍ୟ

ଅର୍ଥ : ନ୍ୟାୟାଳୟର ଆଜ୍ଞାପତ୍ର ଯେଉଁଥିରେ କାହାକୁ ନ୍ୟାୟାଳୟରେ ଉପସ୍ଥିତ ହେବାପାଇଁ ଆଦେଶ ଦିଆଯାଇଥାଏ

ଉଦାହରଣ : ସମନ ପାଇବା ପରେ ବି ସେ ନ୍ୟାୟାଳୟରେ ଉପସ୍ଥିତ ହେଲେ ନାହିଁ

ସମକକ୍ଷ : ନୋଟିସ, ସମନ

न्यायालय का वह आज्ञा पत्र जिसमें किसी को न्यायालय में उपस्थित होने की आज्ञा दी जाती है।

सम्मन पाने के बाद भी वह न्यायालय में उपस्थित नहीं हुआ।
आकारक, आदेशिका, आह्वान, तलबनामा, समन, सम्मन