ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରଳିବା   ବିଶେଷ୍ୟ

ଅର୍ଥ : ତରଳିବାର ପ୍ରକ୍ରିୟା

ଉଦାହରଣ : ବରଫକୁ ତରଳିବାରୁ ରକ୍ଷା କରିବା ପାଇଁ ତାକୁ ଅଖା ଇତ୍ୟାଦିରେ ଢାଙ୍କି ଦିଅ

पिघलने की क्रिया।

बर्फ की पिघलन रोकने के लिए उसे बोरे आदि से ढक दो।
टघरन, टघलन, पिघलन

The process whereby heat changes something from a solid to a liquid.

The power failure caused a refrigerator melt that was a disaster.
The thawing of a frozen turkey takes several hours.
melt, melting, thaw, thawing

ତରଳିବା   କ୍ରିୟାପଦ

ଅର୍ଥ : ଗରମରୁ କୌଣସି ବସ୍ତୁ କ୍ଷୟହୋଇ ପାଣିଭଳି ହୋଇଯିବା

ଉଦାହରଣ : ବରଫକୁ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ରଖିଲେ ତରଳି ଯାଏ

ସମକକ୍ଷ : ବିଗଳିତ ହେବା

गरमी से किसी वस्तु का गलकर पानी सा हो जाना।

बर्फ को ज्यादा देर तक बाहर रखने से वह पिघल जाता है।
गलना, टघरना, टघलना, टिघलना, पिघलना