ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶସ ଲାଲ୍ ଏବଂ ମଞ୍ଜି କଳା ହୋଇଥିବା ଏକ ବଡ଼, ମୋଟା ଓ ଗୋଲ ଫଳ
ଉଦାହରଣ : ଖରାଦିନେ ବହୁତ ତରଭୁଜ ମିଳେ
बड़ा, मोटा और गोल फल जिसका गूदा लाल व बीज काले होते हैं।
Large oblong or roundish melon with a hard green rind and sweet watery red or occasionally yellowish pulp.
ଅର୍ଥ : ଏକ ପ୍ରକାରର ବଡ଼ ଗୋଲ ଫଳ ଯାହାକୁ ଖରାଦିନେ ଖିଆଯାଏ
ଉଦାହରଣ : ନଦୀକୂଳରେ ପ୍ରଚୁର ତରଭୁଜ ଫଳିଛି
एक प्रकार की बेल जिसके बड़े गोल फल खाने के काम में आते हैं।
An African melon.
ସଂସ୍ଥାପନ କରନ୍ତୁ