ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତମାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତମାଳ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାରର ତରବାରୀ

ଉଦାହରଣ : ସେ ତମାଳ ସାହାଯ୍ୟରେ ଶତ୍ରୁ ଉପରେ ପ୍ରହାର କଲା

एक प्रकार की तलवार।

उसने तमाल से शत्रु पर वार किया।
तमाल

A cutting or thrusting weapon that has a long metal blade and a hilt with a hand guard.

blade, brand, steel, sword

ଅର୍ଥ : ଗୋଟିଏ ବହୁତ ଉଚ୍ଚ ସୁନ୍ଦର ଚିରହରିତ ଗଛ

ଉଦାହରଣ : ଏହି ବଗିଚାରେ ଅଧିକ ତମାଳ ଗଛ ଦେଖାଯାଏ

ସମକକ୍ଷ : ତମାଳ ଗଛ

एक बहुत ऊँचा सुंदर सदाबहार वृक्ष।

इस बगीचे में तमाल की अधिकता है।
कालकंध, कालकन्ध, तमाल, तमाल वृक्ष, तमालक, नीलध्वज

Low spreading tree of Indonesia yielding an orange to brown gum resin (gamboge) used as a pigment when powdered.

gamboge tree, garcinia cambogia, garcinia gummi-gutta, garcinia hanburyi