ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତବଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତବଲା   ବିଶେଷ୍ୟ

ଅର୍ଥ : ତାଳ ପ୍ରଦାନ କରୁଥିବା ଏକ ବାଦ୍ୟ ଯାହା କାଠ ଖୋଳରେ ଚମଡ଼ା ଲଗେଇ ତିଆରି କରାଯାଏ ଏବଂ ଯାହାର ମୁଁହ ବାଁ ପାଖ ଅପେକ୍ଷା କମ ଓସାରିଆ ହୋଇଥାଏ

ଉଦାହରଣ : ତବଲାବାଲା, ତବଲା ବାନ୍ଧୁଛି

ताल देने का एक बाजा जो काठ के खोखले कूंड पर चमड़ा मढ़ कर बनाया जाता है और जिसका मुँह बाँयें की अपेक्षा कम चौड़ा होता है।

तबलची तबला कस रहा है।
तबला, तब्ला, दाँयाँ, दायाँ

ଅର୍ଥ : ତାଳ ଦେବା ନିମନ୍ତେ ଏକ ବାଦ୍ୟ, ଯେଉଁଥିରେ ଦୁଇଟି ବାଜା ଏକା ସହିତ ବାଜେ

ଉଦାହରଣ : ଓସ୍ତାଦ ଜାକିର ହୋସେନଙ୍କ ଆଙ୍ଗୁଳି ତବଲା ଉପରେ କ୍ଷିପ୍ର ହେବାକ୍ଷଣି ଶ୍ରୋତାମାନେ ବାହା-ବାହା କହି ଉଠନ୍ତି

ताल देने का एक वाद्य, जिसमें दो बाजे एक साथ बजते हैं।

जब उस्ताद ज़ाकिर हुसैन की अंगुलियाँ तबले पर थिरकने लगती हैं तो श्रोता वाह-वाह कह उठता है।
तबला

A small drum with one head of soft calfskin.

tabor, tabour