ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତନ୍ତୁବାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତନ୍ତୁବାୟ   ବିଶେଷ୍ୟ

ଅର୍ଥ : ଯେଉଁ କୀଟ ନିଜ ଶରୀରରୁ ବାହାରୁଥିବା ଏକ ପ୍ରକାର ତନ୍ତୁରୁ ଜାଲ ତିଆରିକରି ସେଥିରେ ଛୋଟ କୀଟଆଦିଙ୍କୁ କାବୁ କରିଥାଏ

ଉଦାହରଣ : ନିଜ ଜାଲରେ ଧରାପଡ଼ିଥିବା ଛୋଟ କୀଟ ବୁଢ଼ିଆଣୀର ଭୋଜନ ହୁଏ

ସମକକ୍ଷ : ଅଷ୍ଟପାଦ, ଉର୍ଣ୍ଣନାଭ, ତନ୍ତୁକୀଟ, ବୁଢ଼ିଆଣୀ

एक कीड़ा जो अपने शरीर से निकले हुए एक प्रकार के तंतुओं से जाला बनाकर उसमें छोटे कीटों आदि को फँसाता है।

मकड़ी का भोजन उसके जाल में फँसे हुए छोटे कीट होते हैं।
अष्टपद, अष्टपाद, अष्टापद, ऊर्णनाभ, ऊर्णनाभि, तंतु-कीट, तंतुवाय, मकड़ी, मकरी, मर्कटक