ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତନୁମଧ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତନୁମଧ୍ୟା   ବିଶେଷ୍ୟ

ଅର୍ଥ : ଏକ ବର୍ଣ୍ଣବୃତ୍ତ

ଉଦାହରଣ : ତନୁମଧ୍ୟାର ପ୍ରତ୍ୟେକ ଚରଣରେ ଏକ ତଗଣ ଓ ଏକ ୟଗଣ ଥାଏ

एक वर्णवृत्त।

तनुमध्या के प्रत्येक चरण में एक तगण और एक यगण होता है।
तनुमध्या

(prosody) a system of versification.

poetic rhythm, prosody, rhythmic pattern

ତନୁମଧ୍ୟା   ବିଶେଷଣ

ଅର୍ଥ : ଯେଉଁ ସ୍ତ୍ରୀର ଅଣ୍ଟା ପତଳା

ଉଦାହରଣ : ଜଣେ କ୍ଷୀଣକଟୀ ନୃତ୍ୟାଙ୍ଗନା ନୃତ୍ୟ କରୁଛନ୍ତି

ସମକକ୍ଷ : କୃଶୋଦରୀ, କ୍ଷୀଣକଟୀ

पतली कमर वाली।

एक कृशोदरी नृत्यांगना नृत्य कर रही है।
कटिहीना, कृशोदरी, छामोदरी, तनुमध्या