ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତତ୍ତ୍ୱଶାସ୍ତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତତ୍ତ୍ୱଶାସ୍ତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ଶାସ୍ତ୍ରରେ ବିଭିନ୍ନ ଦର୍ଶନର ବିବେଚନା ହୋଇଥାଏ

ଉଦାହରଣ : ଆମ ଶିକ୍ଷକଙ୍କର ଦର୍ଶନ ଶାସ୍ତ୍ରରେ ଭଲ ଜ୍ଞାନ

ସମକକ୍ଷ : ତତ୍ତ୍ୱଜ୍ଞାନ, ଦର୍ଶନ ଶାସ୍ତ୍ର

वह शास्त्र जिसमें विविध दर्शनों का विवेचन होता है।

हमारे गुरुजी दर्शन शास्त्र के अच्छे ज्ञाता हैं।
तत्वज्ञान, तत्वशास्त्र, दर्शन, दर्शन शास्त्र, दर्शन-शास्त्र, दर्शनशास्त्र

The rational investigation of questions about existence and knowledge and ethics.

philosophy