ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତତ୍କାଳିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତତ୍କାଳିକ   ବିଶେଷଣ

ଅର୍ଥ : ସେହି ସମୟର

ଉଦାହରଣ : ତତ୍କାଳୀନ ପରିସ୍ଥିତି ଅନୁକୂଳ ନ ଥିଲା, ଏଥିପାଇଁ ମୁଁ ଚୁପ ରହିଲି

ସମକକ୍ଷ : ତତ୍କାଳୀନ, ତାତ୍କାଳିକ

उसी समय का।

तत्कालीन परिस्थितियाँ अनुकूल नहीं थीं, इसलिए मैं चुप रहा।
तत्कालीन

ଅର୍ଥ : ତତ୍କାଳ ବା ତୁରନ୍ତ ହୋଇଥିବା

ଉଦାହରଣ : ସେ ତତ୍କାଳିକ ଭାଷଣ ପ୍ରତିଯୋଗିତାରେ ଭାଗ ନେଇଥିଲା

तत्काल या तुरन्त का।

उसने तात्कालिक भाषण प्रतियोगिता में भाग लिया।
तत्कालिक, तात्कालिक

Immediately before or after as in a chain of cause and effect.

The immediate result.
The immediate cause of the trouble.
immediate

ଅର୍ଥ : ସେହି ସମୟରେ ଘଟିଥିବା

ଉଦାହରଣ : ତତ୍କାଳିକ ପରିସ୍ଥିତି ଆଜିର ପରିସ୍ଥିତି ଠାରୁ ବହୁତ ଅଲଗା ଥିଲା

ସମକକ୍ଷ : ସେକାଳର, ସେତେବେଳର, ସେସମୟର

उस समय का।

तात्कालिक परिस्थितियाँ आज की परिस्थितियों से बहुत भिन्न थीं।
तत्कालिक, तात्कालिक

At a specific prior time.

The then president.
then