ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ ଢୋଲ
ଉଦାହରଣ : ବିବାହ ସମୟରେ ସ୍ତ୍ରୀଲୋକମାନେ ଢୋଲକୀ ବଜାଇ ମଙ୍ଗଳଗୀତ ଗାଆନ୍ତି
ସମକକ୍ଷ : ଢୋଲକୀ
छोटा ढोल।
A musical percussion instrument. Usually consists of a hollow cylinder with a membrane stretched across each end.
ଅର୍ଥ : ଏକ ପ୍ରକାରର ଢୋଲ
ଉଦାହରଣ : ରମେଶ ଢୋଲକ ବଜାଉଛି
ସମକକ୍ଷ : ଢୋଲକି
एक प्रकार का ढोल।
ସଂସ୍ଥାପନ କରନ୍ତୁ