ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଢଳାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଢଳାଇବା   କ୍ରିୟାପଦ

ଅର୍ଥ : ଢାଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଦୋକାନୀ ଚାକରଦ୍ୱାରା ଡ୍ରମର ତେଲ ପୀପେକୁ ଢଳାଇଲା

ସମକକ୍ଷ : ଅଜଡ଼ାଇବା, ଇଡ଼ାଇବା

ଅର୍ଥ : ଢାଳିବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଆ ପାଣିବାଲାଦ୍ୱାରା ବାସୀପାଣିକୁ ଫସଲ କିଆରିରେ ଢଳାଇଲା

ସମକକ୍ଷ : ଅଜଡ଼ାଇବା, ଇଡ଼ାଇବା

ढलकाने का काम दूसरे से करवाना।

माँ ने पनिहारिन से बासी पानी को पौधों की क्यारी में ढलकवाया।
ढरकवाना, ढरवाना, ढलकवाना, ढलवाना, ढुलवाना

उँडेलने का काम दूसरे से करवाना।

दूकानदार ने नौकर से ड्रम का तेल पीपे में उँडलवाया।
उँडलवाना, उड़लवाना, ढरवाना, ढलवाना