ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡେଲ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡେଲ୍ଟା   ବିଶେଷ୍ୟ

ଅର୍ଥ : ନଦୀ ମୁହାଣର ଯେଉଁ ତ୍ରିକୋଣ ଭୂ-ଭାଗ ଠାରେ ନଦୀ,ସମୁଦ୍ର ସହିତ ମିଳିତ ହେବା ପୂର୍ବରୁ କେତେକ ଶାଖାରେ ବିଭକ୍ତ ହୋଇ ଯାଇଥାଏ

ଉଦାହରଣ : ନୀଳ ଡେଲ୍ଟା ହେଉଛି ବିଶ୍ବର ସବୁଠାରୁ ବଡ ଡେଲ୍ଟା

नदी के मुहाने का वह तिकोना भू-भाग जहाँ से नदी, समुद्र में मिलने से पहले कई शाखाओं में बँट जाती है।

नील डेल्टा विश्व का सबसे बड़ा डेल्टा है।
डेलटा, डेल्टा

ଅର୍ଥ : ଗ୍ରୀକ୍ ବର୍ଣ୍ଣମାଳାର ଚତୁର୍ଥ ଅକ୍ଷର

ଉଦାହରଣ : ଡେଲ୍ଟାକୁ ତ୍ରିଭୁଜ(∆) ଆକାରରେ ଲେଖାଯାଏ

ग्रीक वर्णमाला का चौथा अक्षर।

डेल्टा को त्रिभुज (Δ) बनाकर लिखते हैं।
डेलटा, डेल्टा

The 4th letter of the Greek alphabet.

delta