ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାୟଲିସିସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାୟଲିସିସ   ବିଶେଷ୍ୟ

ଅର୍ଥ : ସ୍ପଟିକାଭ ପଦାର୍ଥ ଶ୍ଳେଷ୍ମକ ପଦାର୍ଥ ଅପେକ୍ଷା ଅଧିକ ତୀବ୍ରତା ସହ ପ୍ରବାହିତ ହୋଇଯାଇଥାଏ, ଏଣୁ କୌଣସି ମିଶ୍ରଣରେ ସ୍ଥିତ ସ୍ପଟିକାଭ ଏବଂ ଶ୍ଲେଷକ ପଦାର୍ଥର ଅର୍ଦ୍ଧପାରଗମ୍ୟ ଝିଲ୍ଲୀ ମାଧ୍ୟମରେ ସଞ୍ଚାରଣ ସ୍ତରରେ ଅନ୍ତର ହେବା ଯୋଗୁଁ ତାହାକୁ ଭିନ୍ନ କରିବାର ପ୍ରକ୍ରିୟା

ଉଦାହରଣ : ବୃକ୍କ ଠିକ୍ ରୂପେ କାମ କରୁନଥିବା ଯୋଗୂଁ ଡାୟଲିସିସ କରାଯାଇଥାଏ

किसी घोल में स्थित स्फटिकाभ एवं श्लेष्मी पदार्थों की अर्धपारगम्य झिल्ली के द्वारा विसरण करने की उनकी दर में अंतर होने के कारण उनको अलग करने की क्रिया क्योंकि स्फटिकाभ पदार्थ श्लेष्मी पदार्थों की अपेक्षा अधिक शीघ्रता से विसरण कर जाते हैं।

गुर्दे के ठीक से काम न करने पर डायलिसिस किया जाता है।
अपोहन, डायलिसिस, डायलेसिस

Separation of substances in solution by means of their unequal diffusion through semipermeable membranes.

dialysis