ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାହାଣୀ ରୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାହାଣୀ ରୋଗ   ବିଶେଷ୍ୟ

ଅର୍ଥ : ବିଶେଷ କରି ପିଲାମାନଙ୍କୁ ହେଉଥିବା ଏକ ପ୍ରକାର ରୋଗ ଯେଉଁଥିରେ ଶରୀର ଶୁଖିଯିବା ଭଳି ଲାଗେ

ଉଦାହରଣ : ସେ ପୁଅରୋଗର ଚିକିତ୍ସାପାଇଁ ନିଜ ପିଲାକୁ ନେଇ ସହରକୁ ଯାଇଛନ୍ତି

ସମକକ୍ଷ : ଡାହାଣିଆ ରୋଗ, ପୁଅରୋଗ, ପୂତନା ରୋଗ, ଶୁଖାରୋଗ, ସୁକୁମା, ସୁଖଣ୍ଡୀ

एक प्रकार का रोग जो विशेषकर बच्चों को होता है और जिसमें शरीर सूखने लगता है।

वह सुखंडी का इलाज कराने के लिए अपने बच्चे को लेकर शहर गया है।
मैरस्मस, शोष, सुखंडी, सुखंडी रोग, सूखा रोग

Extreme malnutrition and emaciation (especially in children). Can result from inadequate intake of food or from malabsorption or metabolic disorders.

marasmus