ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡାଲି   ବିଶେଷ୍ୟ

ଅର୍ଥ : ରୁଟି, ଭାତଆଦି ସହିତ ଖାଇବା ନିମନ୍ତେ ଡାଲିକୁ ଫୁଟାଇ ବା ରାନ୍ଧି କରାଯାଉଥିବା ଦ୍ରବ୍ୟ

ଉଦାହରଣ : ମା’ ଆଜି ଡାଲି, ଭାତ ଏବଂ ଆଳୁ ତରକାରି କରିଥିଲେ

रोटी, भात आदि के साथ खाने के लिए हल्दी, मसाले आदि के साथ पानी में उबाला या पकाया हुआ कोई दला हुआ दलहन।

माँ ने आज दाल, भात और आलू की सब्जी बनाई है।
दाल, पहित, पहिती

A particular item of prepared food.

She prepared a special dish for dinner.
dish

ଅର୍ଥ : ହରଡ଼, ମୁଗଆଦି ଯେଉଁ ସବୁ ଶସ୍ୟରୁ ଡାଲି ତିଆରି ହୁଏ

ଉଦାହରଣ : ଆଜିକାଲି ବଜାରରେ ଡାଲିର ଦର ଆକାଶଛୁଆଁ ରହିଛି୤

ସମକକ୍ଷ : ଡାଲି ଜାତୀୟ ଶସ୍ୟ

वह अन्न जिसकी दाल बनती है, जैसे अरहर, मूँग आदि।

आजकल बाज़ार में दलहन के भाव आसमान छू रहे हैं।
दलहन, दाल

Edible seeds of various pod-bearing plants (peas or beans or lentils etc.).

pulse

ଅର୍ଥ : ରଗଡ଼ା ହୋଇଥିବା ହରଡ଼, ମୁଗ, ଚଣା ଆଦି ଯାହାସବୁକୁ ଝୋଳଥିବା ତରକାରି ଭଳି ରାନ୍ଧି ଖାଆନ୍ତି

ଉଦାହରଣ : ତାଙ୍କର ମୁଗଡାଲି ପକୁଡ଼ି ବହୁତ ପସନ୍ଦ

दले हुए अरहर, मूँग, चना आदि अन्न जो खाए जाते हैं।

उसे मूँग दाल के पकौड़े बहुत पसन्द है।
दाल

Edible seeds of various pod-bearing plants (peas or beans or lentils etc.).

pulse