ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡମ୍ବରୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡମ୍ବରୁ   ବିଶେଷ୍ୟ

ଅର୍ଥ : ଚମଡ଼ା ମଡ଼ା ହୋଇଥିବା ଏକ ଛୋଟ ବାଜା ଯାହାର ମଝି ସଂକୀର୍ଣ୍ଣ ଓ ଦୁଇମୁଣ୍ଡ ମୋଟା ହୋଇଥାଏ

ଉଦାହରଣ : ବାଜିକର ଡମ୍ବରୁ ବଜାଉଥିଲା

ସମକକ୍ଷ : ଡଂବରୁ, ସୂତ୍ରକୋଣ

चमड़ा मढ़ा हुआ एक छोटा बाजा जो बीच में पतला और दोनों सिरों पर मोटा होता है।

मदारी डमरू बजा रहा था।
डमरू, सूत्रकोण

A musical percussion instrument. Usually consists of a hollow cylinder with a membrane stretched across each end.

drum, membranophone, tympan