ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡବ୍ଲ୍ୟୁଏଚଓ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡବ୍ଲ୍ୟୁଏଚଓ   ବିଶେଷ୍ୟ

ଅର୍ଥ : ସଂଯୁକ୍ତ ରାଷ୍ଟ୍ରର ଯେଉଁ ସଂସ୍ଥା ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟର ସଞ୍ଚାଳନ କରେ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟପାଇଁ ସରକାରଙ୍କୁ ମଧ୍ୟ ସହାୟତା କରେ

ଉଦାହରଣ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ରୋଗମୁକ୍ତ କରିବାପାଇଁ କାର୍ଯ୍ୟରତ

ସମକକ୍ଷ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

* संयुक्त राष्ट्र की एक संस्था जो अंतरराष्ट्रीय स्वास्थ्य संबंधी कार्यों का संचालन करती है तथा स्वास्थ्य संबंधी कार्यों के लिए सरकारों की सहायता भी करती है।

विश्व स्वास्थ्य संगठन विश्व को रोगमुक्त बनाने के लिए प्रयासरत है।
डब्लू एच ओ, डब्लूएचओ, विश्व स्वास्थ्य संगठन

A United Nations agency to coordinate international health activities and to help governments improve health services.

w.h.o., who, world health organization