ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡବଡବ ଚାହାଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡବଡବ ଚାହାଣି   ବିଶେଷ୍ୟ

ଅର୍ଥ : ନିର୍ବାକ୍‌ ଦୃଷ୍ଟିରେ ଦେଖିବା କ୍ରିୟା

ଉଦାହରଣ : ଗାଁରୁ ପ୍ରଥମଥର ସହରକୁ ଆସିଥିବା ମଙ୍ଗଳା ସବୁକିଛିକୁ ଡବଡବ ଚାହାଣିରେ ଦେଖୁଥିଲା

ସମକକ୍ଷ : ଆଶ୍ଚର୍ଯ୍ୟଚକିତ ନୟନ, ଡବଡବ ଆଖି, ନିର୍ବାକ ଚାହାଣି, ଫଡ଼ାଫଡ଼ା ଆଖି, ବିସ୍ଫାରିତ ଚକ୍ଷୁ

स्तब्ध दृष्टि से देखने की क्रिया।

गाँव से पहली बार शहर आई मंगला सब कुछ टकटकी लगाए देख रही थी।
एकटकी, टक, टकटकी

A long fixed look.

He fixed his paternal gaze on me.
gaze, regard